ଉଇକିପିଡ଼ିଆ ସମୂହର ତାଲିକା - ଉଇକିପିଡ଼ିଆ
Jump to content
ଉଇକିପିଡ଼ିଆରୁ
ଉଇକିପିଡ଼ିଆ ମୁଖ୍ୟ ପ୍ରୁଷ୍ଠାର ଚିତ୍ର ଯଉଥିରେ ବିଭିନ୍ନ ଭାଷାର ସଂସ୍କରଣ ଅଲେଖ୍ୟ ଶାଙ୍ଖ୍ୟନୁସାରେ ସଜ୍ଜିତ
ଏହା ବିଭିନ୍ନ ଭାଷାର ଉଇକିପିଡ଼ିଆ ସଂସଯାରର ଏକ ତାଲିକା ନଭେମ୍ବର ୨୦୧୬ ଯାଏ ନବୀକରଣ କୃତ । ଉଇକିପିଡ଼ିଆରେ ୨୯୫ଟି ଭାଷାର ସଂସ୍କରଣ ଥିଲେ ମଧ୍ୟ ସେ ମଧ୍ୟରୁ ୨୮୪ଟି ସକ୍ରିୟ ଅଛନ୍ତି ।
ଉଇକିପିଡ଼ିଆ ସମ୍ପାଦନ କୋଡ ସମୂହ
ସମ୍ପାଦନା
ସବୁ ଉଇକିପିଡ଼ିଆର ଏକ କୋଡ ଥାଏ ଯାହା ଉଇକିପିଡ଼ିଆ ଅର୍ଗ॰ ଅନ୍ତର୍ଭାସୀୟ ସଂଯୋଗ ସବୁର ନିମମରେ ଉପବିଭାଗ ଭାବରେ ଦର୍ଶାଯାଇଥାଏ ।ଏହି କୋଡ ସବୁ ISO 639-1 ଏବଂ ISO 639-3, ମାନ୍ୟତା ଅନୁଯାୟୀ ଭାଷା କୋଡକୁ ଦର୍ଶେଇ ଥାଏ ଓ କଊ କୋଡର ବ୍ୟବହାର ହେବ ତାହାର ନିଷ୍ପତ୍ତି IETF language tag ନିୟାମକଦ୍ୱାରା ନିଆଯାଇଥାଏ । ଉଇକିପିଡ଼ିଆ ଭିନ୍ନ ଭାଷାର ମଧ୍ୟରେ ଥିବା ସ୍ୱଳ୍ପ ବିଭିଧାତା ଅନୁସାରେ ମଧ୍ୟ ପରିବର୍ତିତ ହେଇଥାଏ । ଉଦାହରଣ ସ୍ୱରୂପ ଇଂରାଜୀ ଉଇକିପିଡ଼ିଆ ମଧ୍ୟରେ ଇଂରାଜୀର ଅଧିକାଂଶ ଆଧୁନିକ ପ୍ରକାରଭେଦ ସବୁ ( ଆମେରିକାନ ଇଂଲିଶ , ଭାରତୀୟ ଇଂଲିଶ ଦକ୍ଷିଣ ଆଫ୍ରିକୀୟ ଇଂଲିଶ, ଆଦି ) ଥାଏ , କିନ୍ତୁ ଏଥିରେ ଅନନ୍ୟ ସମ୍ପର୍କିତ ଭାଷା ସବୁ , ଯେପରି ସ୍କଟ , ଆଙ୍ଗ୍ଲୋ-ସାକ୍ସନ ଅନ୍ତର୍ଭୁକ୍ତ ନୁହେଁ । ସେ ସବୁ ଭାଷାର ଭିନ୍ନ ଉଇକିପିଡ଼ିଆ ରହିଛି । ସ୍ପ୍ଯାନିଶ ଉଇକିପିଡ଼ିଆରେ ଉଭୟ ପେନିସୁଲାର କାସ୍ଟିଲିଆନ ଓ ଆମେରିକାନ ସ୍ପ୍ଯାନିଶ ରହିଛି । ମାଲୟ ଉଇକିପିଡ଼ିଆରେ ବହୁ ସଂଖ୍ୟାରେ ମାଲୟ ଭାଷା ଅନ୍ତର୍ଭୁକ୍ତ । ଆହୁରି ଅନେକ ଏହିପରି ଉଦାହରଣ ସବୁ ରହିଛି ।
ISO ମେପିଙ୍ଗ ଓ ଉଇକିପିଡ଼ିଆ କୋଡ ସମୂହ ମଧ୍ୟରେ ପଥକ୍ୟ ସବୁ ଏହି ସାରଣୀରେ ଦର୍ଶା ଯାଇଛି ,
WP edition name
WP code
Code meaning in ISO 639
Albanian
sq
'sq' is the ISO code for the Albanian macrolanguage that includes four individual languages, although Tosk Albanian is mainly used. 'Als' is the individual code for Tosk Albanian, but this code is used for Alemannic Wikipedia.
Alemannic
als
'als' is the ISO code for Tosk Albanian.
ISO doesn't map exactly here; 'gsw' is the ISO 639-2 and -3 code for Swiss German, Alemannic German, and Alsatian. 'gct' is the ISO 639-3 code for Colonia Tovar dialect, 'swg' is for Swabian German, and 'wae' is for Walser German
Aromanian
roa-rup
Not an ISO code. 'roa' is Romance (Other); ISO uses 'rup'.
Banyumasan
map-bms
Not an ISO code. 'map' is Austronesian (Other).
Dutch Low Saxon
nds-nl
Not an ISO code. nds is 'Low Saxon', restricted to Germany in Ethnologue. The Low Saxon dialects in the Netherlands have their own ISO codes.
Bihari
bh
ISO collective code 'bih' is a macrolanguage which includes Bhojpuri (bho),
Maithili
(mai),
Magahi
(mag) and nine others
Bihari Wikipedia excludes
Maithili
mai
) and Fiji Hindi (
hif
) which exist as independent Wikipedias.
Cantonese
zh-yue
Not an ISO code; ISO uses 'yue'.
Classical Chinese
zh-classical
Not an ISO code; ISO uses 'lzh'.
Malay
ms
Macrolanguage that includes more than 30 individual languages and dialects. However, the wiki excludes Indonesian because Indonesian Wikipedia (
id
) exists independently.
Min Nan
zh-min-nan
Not an ISO code; ISO uses 'nan'.
Norwegian Bokmål
no
ISO uses
no
for Norwegian in general. Bokmal specifically is 'nb' or 'nob'. (Norwegian Nynorsk is at 'nn' in both ISO and Wikipedia.)
Ripuarian
ksh
ISO ksh is for the Kölsch language, the most prominent dialect of the Ripuarian language group. The other variants (e.g. the Aachen dialect) do not have ISO codes.
Samogitian
bat-smg
Not an ISO code; ISO uses 'sgs'. 'bat' is Baltic (Other).
Simple English
simple
Not an ISO code.
Tarantino
roa-tara
Not an ISO code. 'roa' is Romance (Other).
Võro
fiu-vro
Not an ISO code; ISO uses 'vro'.
Zamboanga Chavacano
cbk-zam
Not an ISO code; ISO uses 'cbk' as Chavacano.
ଏହା ସହିତ ଉଇକିପିଡ଼ିଆ ଗୁଡ଼ିକ wikt:orthography ( ଅନୁବାଦ ବ୍ୟବସ୍ଥା )ରେ ବିବିଧତା ରହିଥାଏ । ଚାଇନୀଜ ଉଇକିପିଡ଼ିଆ ସ୍ୱୟଂ କ୍ରିୟ ଭାବରେ ମାଣ୍ଡାରିନ ଚାଇନିଜକୁ ଚାରିଟି ମାନକ ଆକୃତିରେ ପରିବର୍ତିତ କରିଥାଏ । ଏଗୁଡ଼ିକ , ମୁଖ୍ୟଞ୍ଚଳ ଚାଇନୀଜ ଓ ସିଙ୍ଗାପୁର ଚାଇନୀଜକୁ ସରଳୀକୃତ ଚାଇନୀଜ ଚରିତ୍ର ଓ ତାଇବାନ ଓ ହଙ୍କ କଙ୍ଗ/ ମାକାଉକୁ ପାମ୍ପରିକ ଚାଇନୀଜ ଚରିତ୍ରରେ ପରିବର୍ତ୍ତନ କରିଥାଏ । କିନ୍ତୁ ବେଲାରୁଷର ଅନନ୍ୟ ଏକସ୍ୱାୟଂକ୍ରିୟ ଅନୁବାଦ ପ୍ରଣାଳୀ 'normative' orthography (be) ଏବଂ Taraškievica (be-tarask) ରହିଛି ।
ତାଲିକା
ସମ୍ପାଦନା
ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ଅନ୍ୟୁନ ଭାବରେ ଲଗାରିଦମ ( logarithm) ପଦ୍ଧତି ଅନୁସାରେ ସଂଖ୍ୟା ୧୦ର ବର୍ଗ ହିସାବରେ ଦିଅ ଯାଇଥାଏ । ତେଣୁ '୫" ଥିଲେ ତାହା ଅନ୍ୟୁନ ୧୦,୦୦୦କୁ ବୁଝାଏ । "୪" କହିଲେ ତାହା ୧,୦୦୦କୁ ବୁଝାଏ ।
Detailed list
ସମ୍ପାଦନା
ଟିପ୍ପଣୀ ସମୂହ
ସମ୍ପାଦନା
" total" ସ୍ତମ୍ଭରେ ସମୁଦାୟ ପ୍ରୁଷ୍ଠାକୁ ସୁଚାଏ
ସକ୍ରିୟ ବ୍ୟବହାରକାରୀମାନେ ପଞ୍ଜୀକୃତ ବ୍ୟାନହାର କାରୀ ଯେଉଁମାନେ ଅନ୍ତତ ୧ଟି ସମ୍ପାଦନ ବିଗତ ୩୦ ଦିନ ମଧ୍ୟରେ କରିଥାଆନ୍ତି ।
" images" କହିଲେ ସ୍ଥାନୀୟ ଭାବରେ ଅପଲୋଡ ହେଇଥିବା ଫାଇଲ
"depth" ସ୍ତମ୍ବ ଉଇକିପିଡ଼ିଆ ଲେଖା ଅତିର ଗୁଣବତ୍ତାକୁ ସୁଚାଏ । ( କେତେ ଥର ଅପଡେଟ ହୋଇଛି ସେହି ଅନୁସାରେ )
ସର୍ବମୋଟ
ସମ୍ପାଦନା
ଲେଖା
ସମୁଦାୟ
ସମ୍ପାଦନ
ପ୍ରଶାସକ
ବ୍ୟବହାରକାରୀ
ସକ୍ରିୟ ବ୍ୟବହାରକାରୀ
ଚିତ୍ର ସମୂହ
42,171,683
156,308,895
2,276,054,422
3,906
64,755,407
277,778
2,428,201
ଆଧାର
ସମ୍ପାଦନା
ISO 639 code tables
Invalid id
"ରୁ ଅଣାଯାଇଅଛି
ଶ୍ରେଣୀସମୂହ
ଉଇକିପିଡ଼ିଆ
ତାଲିକା
ଉଇକିପିଡ଼ିଆ ସମୂହର ତାଲିକା
ନୂଆ ଯୋଡ଼ନ୍ତୁ
US